Jump to content

ତଳ ସ୍ପର୍ଶ

ଉଇକିଅଭିଧାନ‌ରୁ

ତଳ ସ୍ପର୍ଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତଳ+ସ୍ପର୍ଶ)

[ସମ୍ପାଦନା]

ଜଳାଶୟର ତଳ ଦେଶକୁ ଛୁଇଁବା — The act of touching the bottom of water; fathoming.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଜଳାଶୟର ତଳଭାଗକୁ ଛୁଇଁଥିବା — Sinking down to the bottom of water.