ତଷ୍ଟ
ଦେଖଣା
ତଷ୍ଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତକ୍ଷ୍ ଧାତୁ=ଚାଞ୍ଛିବା=କର୍ମ. ତ)
[ସମ୍ପାଦନା]- ୧. ଚଞ୍ଛା ହୋଇଥିବା — ୧. Scraped.
- ୨. ଚନ୍ଦା ମରାଯାଇଥିବା —୨. Scraped with the carpenter's plane; planed.
- ୩. କୃଶୀକୃତ —୩. Emaciated; reduced.
- ୪. କୁଟା ଯାଇଥିବା; ବଟା ଯାଇଥିବା (ହିନ୍ଦୀ - ଶବ୍ଦସାଗର) — ୪. Pounded; bruised.
- ୫. ପିଟା ହୋଇଥିବା (ହିନ୍ଦୀ - ଶବ୍ଦସାଗର) —୫. Beaten