ତଷ୍ଟା
ଦେଖଣା
ତଷ୍ଟା
ଉଚ୍ଚାରଣ
[ସମ୍ପାଦନା](ତଷ୍ଟ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତକ୍ଷ୍ ଧାତୁ+କର୍ତ୍ତୃ. ତୃ; ୧ ମା. ୧ବ)
[ସମ୍ପାଦନା]- ୧. (କାଠ ଛେଲି କରି ଯେ କାମ କରେ) ବଢ଼େଇ — ୧. Carpenter.
- ୨. ବିଶ୍ୱକର୍ମା —୨. The mythological heavenly architect according to the Hindus.
- ୩. ଦ୍ୱାଦଶ ଆଦିତ୍ୟଙ୍କ ମଧ୍ୟରୁ ଏକତମ — ୩. One of the ୧୨ Ādityas or Sun-gods.
- ୪. ଛେଲିବା ବ୍ୟକ୍ତି —୪. Scraper.