Jump to content

ତଷ୍ଟି

ଉଇକିଅଭିଧାନ‌ରୁ

ତଷ୍ଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତସ୍ ଧାତୁ=ଉତ୍ପ୍ରେକ୍ଷଣ; ଦର୍ଶନ+ଭାବ. ତି)

[ସମ୍ପାଦନା]
୧. ସାଗ୍ରହ ଦୃଷ୍ଟି —୧. Wistful look.
୨. ଆଗ୍ରହାତିଶଯ୍ୟ —୨. Hankering; longing.
୩. ଥେଣ୍ଟବାଜି; ଏକଜିଦି; ଦୃଢ଼ତା —୩. Obstinacy; unyieldingness.

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ଇତର) ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟ୍ରଷ୍ଟୀ)

[ସମ୍ପାଦନା]

କୌଣସି ସାଧାରଣ ହିତକର ଅନୁଷ୍ଠାନର ଭାରପ୍ରାପ୍ତ ବ୍ୟକ୍ତି; ମାର୍ଫତଦାର୍; ଟ୍ରଷ୍ଟୀ —Trustee.