ତସଲା
ଦେଖଣା
ତସଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତସଲୀ—ଛୋଟ ତସଲା)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ତସ୍ତ+ଉର୍ଦ୍ଦୁଲା. ପ୍ରତ୍ୟୟ; ଉର୍ଦ୍ଦୁ. ତସ୍ଲା)
[ସମ୍ପାଦନା]- ୧. ପିତଳରେ ପ୍ରସ୍ତୁତ ଯେଉଁ ଗହିରିଆ ଥାଳୀରେ ରୁଟି ପାଇଁ ମଇଦା ଦଳାଯାଏ —୧. A deep brass plate for kneading flour.
- ୨. ପିତଳର ଛୋଟ ହାଣ୍ଡି; ଚଉଡ଼ାମୁହାଁ ବଟୁଳି; ପିତଳର ବେଲା —୨. A wide-mouthed brass cooking pot.