Jump to content

ତସ୍‌ବୀର୍

ଉଇକିଅଭିଧାନ‌ରୁ

ତସ୍‌ବୀର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ) (ମୁସଲମାନୀ ଭାଷା)

[ସମ୍ପାଦନା]
୧. ଛବି — ୧. A picture.
୨. କାଗଜ ବା ପଟା ଉପରେ ଅଙ୍କିତ ରୂପ — ୨. A painting; drawing.
୩. ଫଟୋଗ୍ରାଫ୍ ଯନ୍ତ୍ରଦ୍ୱାରା ଉଠାଯିବା ପ୍ରତିରୂପ — ୩. Photo.

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ଛବି ପରି ସୁନ୍ଦର —Picturesque; fine