ତସ୍ (ଧାତୁ)
ଦେଖଣା
ତସ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ -
- ୧. ଅଳଂକୃତ କରିବା — ୧. To adorn.
- ୨. ଦର୍ଶନ କରିବା —୨. To see.
- ୩. ଉତ୍ପ୍ରେକ୍ଷଣ କରିବା; ସାଗ୍ରହ ଦୃଷ୍ଟି କରିବା — ୩. To cast wistful or longing glance.
- ୪. ଉତ୍କ୍ଷେପଣ କରିବା; ଉପରକୁ ଫୋପାଡ଼ିବା — ୪. To throw up.
- ୫. ଉଠାଇବା —୫. To lift up.