Jump to content

ତହକିକତ୍

ଉଇକିଅଭିଧାନ‌ରୁ

ତହକିକତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ତହକିକ; ତହକୀକାତ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (କଚେରିଆ ଭାଷା) (ଆରବୀ - ତହକୀକ୍ର ବହୁବଚନ ତହକୀକତ୍)

[ସମ୍ପାଦନା]
୧. ତଦନ୍ତ; ଅନୁସନ୍ଧାନ — ୧. Enquiry; investigation.
୨. ଜିଜ୍ଞାସା — ୨. Query; questioning.