ତହଖାନା
ମାଟି ତଳେ ହୋଇଥିବା ଘର — An undeground house; a cellar.
[ଦ୍ରଷ୍ଟବ୍ୟ —ଖରାଦିନେ ଖରାବେଳେ ଲୋକେ ଥଣ୍ଡାରେ ରହିବା ପାଇଁ ଏ ଘରେ ବିଶ୍ରାମ କରନ୍ତି]