Jump to content

ତହବିଲ ତୋଷରଫ୍

ଉଇକିଅଭିଧାନ‌ରୁ

ତହବିଲ ତୋଷରଫ୍

ଉଚ୍ଚାରଣ

[ସମ୍ପାଦନା]

ତହବିଲ ତୁସରଫ୍, ତହବିଲ ତଶରୁପ୍ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତହବିଲ୍ ତସରୁଫ୍)

[ସମ୍ପାଦନା]

ଆପଣା ହାତରେ (ଜିମାରେ) ନ୍ୟସ୍ତଥିବା ଅପରର ଧନକୁ ଖାଇଯିବା ଅର୍ଥାତ୍ ଆତ୍ମସାତ୍ କରିବା — Misappropriation; embezzlement.