ତହମତ୍
ଦେଖଣା
ତହମତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତୋହମତ୍)
[ସମ୍ପାଦନା]- ୧. ମିଥ୍ୟା ଅପବାଦ; ମିଥ୍ୟା ଦୋଷାରୋପ; ମିଥ୍ୟା କଳଙ୍କ —୧. Defamation; false allegation; unfounded aspersion.
- ୨. ମିଛ କଥା —୨. Falsehood.
ବୈଦେଶିକ - କ୍ରି.ବିଶେଷଣ -
[ସମ୍ପାଦନା]ବୃଥା; ମିଥ୍ୟାରେ —Falsely.
ବୈଦେଶିକ - ବିଶେଷଣ -
[ସମ୍ପାଦନା]ମିଥ୍ୟା —False.