Jump to content

ତହସିଲ୍ ଖରଚା

ଉଇକିଅଭିଧାନ‌ରୁ

ତହସିଲ୍ ଖରଚା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତହସିଲ+ଖରଚା)

[ସମ୍ପାଦନା]

ଖଜଣା ଆଦାୟର ବ୍ୟୟ ନିର୍ବାହ ପାଇଁ ପ୍ରଜାଙ୍କଠାରୁ ଯେଉଁ ଅତିରିକ୍ତ କର ଜମିଦାର ଆଦାୟ କରନ୍ତି — Money realised from rayats to meet the collection-charges.