ତହସିଲ ଅଲାଇଦା
ଦେଖଣା
ତହସିଲ ଅଲାଇଦା
ଉଚ୍ଚାରଣ
[ସମ୍ପାଦନା](ତହସିଲ ଅଲେହିଦା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଆରବୀ - ତହସୀଲ+ଅଲାହିଦା= ପୃଥକ)
[ସମ୍ପାଦନା]- ୧. ଓଡ଼ିଶାରେ ଏକ ଶ୍ରେଣୀର ଜମିଦାରି —୧. Name of a class of Zamindary in Orissa.
- ୨. ଏକ ଜମିଦାରି ମଧ୍ୟରେ ଥିବା ସ୍ୱତନ୍ତ୍ର ଅନ୍ୟ ଛୋଟ ଜମିଦାରି —୨. A separate petty estate inside a large one.
[ଦ୍ରଷ୍ଟବ୍ୟ —ଏ ସମ୍ପତ୍ତିର ରାଜସ୍ୱ ପ୍ରଧାନ ଜମିଦାରୀର ରାଜସ୍ୱଠାରୁ ଆଲାହିଦା ବା ପୃଥକରୂପେ ସରକାରଙ୍କଠାରେ ଦାଖଲ ହେଉ ଥିବାରୁ ଏହି ନାମ]