Jump to content

ତହିଁକୁ

ଉଇକିଅଭିଧାନ‌ରୁ

ତହିଁକୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ

[ସମ୍ପାଦନା]
୧. ସେଥିକି; ସେଥିକୁ; ସେହି ବିଷୟକୁ — ୧. To that.
୨. ତେଣିକି; ସେଠାକୁ; ସେସ୍ଥାନକୁ — ୨. There; to that place.
୩. ସେ ବିଷୟରେ — ୩. In that matter.

ତହିଁକି ମୋହଠାରୁ ଶୁଣ ହେ ବିଚାର—କୃଷ୍ଣସିଂହ. ମହାଭାରତ, ସଭା

୪. (କଥୋପକଥନରେ ବ୍ୟବହୃତ) କିନ୍ତୁ; ପରନ୍ତୁ — ୪. But; but that; on the other hand.

(ଯଥା—ମୁଁ କାଲି ଏଠାକୁ ଆସିବାକୁ ବାହାରି ଥିଲି, ତହିଁକି କୁଣିଆଁ ଆସି ପହଞ୍ଚି ଗଲାରୁ ରହିଗଲି)

୫. ସେଥି ପାଇଁ; ତହିଁ ନିମନ୍ତେ —୫. For that.

ବଗ ଲୋ ବଗ ! ମାଛ ଖାଇବୁ ! ନାଁ, ତହିଁକି ଗୋସେଇଁ ଆଗ—ଢଗ