Jump to content

ତହୁଁ ତହୁଁ

ଉଇକିଅଭିଧାନ‌ରୁ

ତହୁଁ ତହୁଁ

ଉଚ୍ଚାରଣ

[ସମ୍ପାଦନା]

(ତଉଁ ତଉଁ—ଅନ୍ୟରୂପ)

  • (file)

ଦେଶଜ - ଅ(ବହୁ ବ୍ୟଞ୍ଜକ)

[ସମ୍ପାଦନା]
୧. ତଦା ତଦା; ସେହି ସେହି ସମୟରେ —୧. Then and then; at those times.
୨. ସେହି ସେହି ସ୍ଥାନମାନଙ୍କରୁ — ୨. From those places.
୩. ସେହି ସେହି ମାନଙ୍କଠାରୁ —୩. From those.
୪. ସେହି ସେହି ସମୟରୁ —୪. From those times.
୫. ସେହି ସେହି କାରଣମାନଙ୍କରୁ —୫. For those reasons.
୬. ତେତିକି ତେତିକି; ସେତିକି ସେତିକି — ୬. Up to that extent.

ଯହୁଁ ଯହୁଁ ବୁଢା, ତହୁଁ ତହୁଁ ବେକୁବ୍ ତମକି