ତହ ଲଗାଇବା
ମିଛକଥା କହି ବିବ୍ରତ କରିବା — To puzzle (a person) by making false reports.
(ଯଥା—କାଲି ପୂର୍ଣ୍ଣିମା ନୁହେଁ, ଅଥଚ କାଲି ପୂର୍ଣ୍ଣମା ବୋଲି ସେ ଗୋଟାଏ ତହ ଲଗାଇ ଦେଲା)