ତା'ତ
ସେହି ବିଷୟ; ତାହାହିଁ —That too.
ଦୁର୍ଯ୍ୟୋଧନ ବୋଇଲେ ଶୁଣ ଆହେ ତାତ ଏଥିରେ ଯେ କାରଣ କନ୍ଦୁଅଛି ତା'ତ କୃଷ୍ଣସିଂହ—ମହାଭାରତ—ସଭା