Jump to content

ତାଆ କରିବା

ଉଇକିଅଭିଧାନ‌ରୁ

ତାଆ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତା କରିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ତାପ)

[ସମ୍ପାଦନା]
୧. ଭାତିକୁ ତାଇବା — ୧. To blow the bellows.
୨. ତରଳିବା ପର୍ଯ୍ୟନ୍ତ ଲୁହାକୁ ନିଆଁରେ ତତାଇବା — ୨. To heat iron upto the melting point.

[ଦ୍ରଷ୍ଟବ୍ୟ —ଯେଉଁ ଅବସ୍ଥାରେ ଲୁହାକୁ ନିଆଁରୁ କାଢ଼ିଲାବେଳେ ତହିଁରୁ ଅଗ୍ନି ସ୍ଫୁଲିଙ୍ଗ ବାହାରି ଯାଉ ଥାଏ ଓ ତାକୁ ହାତୁଡିରେ ବାଡ଼େଇଦେଲେ ତାହା ଦବି ଯାଏ ତାକୁ ଲୁହାକୁ ତାଆ କରିବା ଅବସ୍ଥା ବୋଲାଯାଏ]