Jump to content

ତାଇ

ଉଇକିଅଭିଧାନ‌ରୁ

ତାଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ସର୍ବ (ସଂସ୍କୃତ - ତତ+ ହି)

[ସମ୍ପାଦନା]
୧. ତାହାହିଁ; ସେହି କଥାହିଁ — ୧. That too; that also; certainly that.
୨. ତାହା ସୁଦ୍ଧା; ତାହା ମଧ୍ୟ —୨. Even that.

ଦେଶଜ - ବି—(ସଂସ୍କୃତ - ତାପ)

[ସମ୍ପାଦନା]
୧. ଛୋଟ ତାଉଆ; ରୁଟି ସେକିବାର ଚଟକା କରେଇ —୧. A small-sized flat frying pan.
୨. ମୋହର ଚିହ୍ନ; ଛାପ —୨. Seal.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୪. ମାଟି ତେଲୁଣି — ୪. An earthen pan.


ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]
୫. ମହରଡ଼ା — ୫. A kind of flat and long bean.

ଦେଶଜ -ବିଶେଷଣ -

[ସମ୍ପାଦନା]
୧. ତୀକ୍ଷ୍ଣ; ଚଞ୍ଚଳିଆ; ତେଜୀୟାନ୍ —୧. Sharp; fiery; mettled.

(ଯଥା—ଘୋଡାଟା ଭାରି ତାଇ ହୋଇଛି)

୨. ଜଳୁଥିବା —୨. Burning; flaming; blazing.

(ଯଥା—ନିଆଁଟା ଭାରି ତାଇ ହୋଇଛି)

୩. ନିଆଁରେ ପାଚିକରି ନାଲି ହୋଇଥିବା (ଲୁହା ଆଦି) — ୩. Red hot (metal).

ଦେଶଜ - ଅ

[ସମ୍ପାଦନା]

ତାଇ ତାଇ (ଦେଖ) - —୩. Tāi tāi (See)