Jump to content

ତାଇଏ

ଉଇକିଅଭିଧାନ‌ରୁ

ତାଇଏ

ଉଚ୍ଚାରଣ

[ସମ୍ପାଦନା]

ତାଇତି; ତାଏତ୍; ତାଉତ;, ତାହିତ୍; ତାହୁତଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତାଇଦ=ସାହାଯ୍ୟ; ପୁଷ୍ଟି)

[ସମ୍ପାଦନା]
୧. ରୋଗିସେବା; ଶୁଶ୍ରୃଷା —୧. Tending or looking after a sick man.
୨. ଶରୀର ବା ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ରଖିବା; ଶରୀର ଯତ୍ନ ନେବା; ଚାହିତା —୨. Taking proper care of the body.
୩. ଯତ୍ନ ନେବା — ୩. Caring; taking care.