Jump to content

ତାଇବା

ଉଇକିଅଭିଧାନ‌ରୁ

ତାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ତପ ଧାତୁରୁ)

[ସମ୍ପାଦନା]
୧. ଉତ୍ତପ୍ତ କରିବା; ତତାଇବା —୧. To heat.
୨. (ଲକ୍ଷଣାର୍ଥ) ଉତ୍ତେଜିତ କରିବା — ୨. To excite.
୩. ଭାତିଦ୍ୱାରା ନିଆଁକୁ ପବନ ଯୋଗାଇବା — ୩. To blow the bellows.

ବଲ୍ଲଭୀ ଯନ୍ତ୍ର ଢାଉଛି କି କାମର ଲୋହ ଶର ଗଢା ବୋଲି ଯେ ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ