Jump to content

ତାଇ ତାଇ

ଉଇକିଅଭିଧାନ‌ରୁ

ତାଇ ତାଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ (ଶିଶୁରଞ୍ଜନ)

[ସମ୍ପାଦନା]

ଶିଶୁମାନଙ୍କୁ ତାଳି ମାରିବାକୁ ଶିଖାଇବା ସମୟରେ ପ୍ରାପ୍ତବୟସ୍କାମାନେ ଓ ଶିଶୁମାନେ ଯେଉଁ ଶବ୍ଦ ଉଚ୍ଚାରଣ କରନ୍ତି —The repetition of the word Tāḻi by elders and children while the latter are taught to clap their hands.

[ ଦ୍ର—ଶିଶୁମାନେ ସ୍ୱଭାବତଃ 'ତାଳି' ଉଚ୍ଚାରଣ କରି ନ ପାରି 'ତାଇ' ଉଚ୍ଚାରଣ କରିବାକୁ ପ୍ରାପ୍ତବୟସ୍କମାନେ ମଧ୍ୟ ତାଙ୍କ ଅନୁ— କରଣରେ 'ତାଳି ତାଳି' ନ କହି 'ତାଇତାଇ' କହି ଥାଆନ୍ତି]