ତାଉ
ଦେଖଣା
ତାଉ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଣ(ସଂସ୍କୃତ - ତପ୍ତ)
[ସମ୍ପାଦନା]- ୧. ବିଶେଷଭାବରେ ଉତ୍ତପ୍ତ; ଖୁବ୍ ତାତିଲା — ୧. Very hot.
- ୨. ନିଆଁରେ ତାତି ନାଲି ହୋଇଥିବା (ଧାତୁ) — ୨. Red hot (metal).
- ୩. ଅତି କ୍ରୁଦ୍ଧ —୩. Enraged.
ବିଶେଷ୍ୟ - (ସଂସ୍କୃତ - ତାପ)
[ସମ୍ପାଦନା]- ୧. ଅଗ୍ନିର ପ୍ରଖର ତେଜ; ଦହକ — ୧. Blaze of fire (as of live-coals).
- ୨. ତାପ; ଗରମି —୨. Heat.
- ୩. ଅତ୍ୟନ୍ତ କ୍ରୋଧାବେଶ —୩. Rage.
- ୪. ଲୁହା ଓ ଅନ୍ୟ ଧାତୁର ନିଆଁରେ ପାଚିକରି ନାଲି ହେବା ଅବସ୍ଥା, କି ଯେଉଁ ଅବସ୍ଥାରେ ଲୁହାକୁ ବାଡେଇକରି ଅଭିପ୍ରେତ ଆକାରରେ ପରିବର୍ତ୍ତିତ କରା ଯାଇପାରେ — ୪. Red-hot or malleable condition of iron or other metal.
ବୈଦେଶିକ - ବିଶେଷ୍ୟ - (ଫାରାସୀ - ତା=ସଂଖ୍ୟା)
[ସମ୍ପାଦନା]କାଗଜର ଫର୍ଦ୍ଦ — Sheet of paper.