ତାଉଆ
(ତାଓଆ—ଅନ୍ୟରୂପ)
ଚେପଟା ଲୁହା— କରେଇ, ଯହିଁରେ ରୁଟୀ ସେକାଯାଏ ଓ ଭଜାଭଜି ହୁଏ — Frying pan; a baking pan or plate.