Jump to content

ତାକ

ଉଇକିଅଭିଧାନ‌ରୁ

ତାକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତାକ=କାନ୍ଥଖୁରା)

[ସମ୍ପାଦନା]
୧. ଥାକ; କାନ୍ଥଖୁରା —୧. A niche in the wall; a shelf in the wall.
୨. ପରସ୍ତ; ଭାଙ୍ଗ —୨. Layer; fold.
୩. ଆଲମାରିର ଥାକ ବା କୋଠିରି — ୩. Shelf of an almira.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ତୁଳ. ଇଂ, ଷ୍ଟକ; ସଂସ୍କୃତ - ସ୍ତବକ)

[ସମ୍ପାଦନା]

ଗଣା ଯାଇ ଉପର୍ଯ୍ୟୁପରି ରଖା ଯାଇଥିବା ମୁଦ୍ରାର ଗଦା — A heap of coins put one over the other; a stack.