Jump to content

ତାକିତ୍

ଉଇକିଅଭିଧାନ‌ରୁ

ତାକିତ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତାକିଦ୍)

[ସମ୍ପାଦନା]
୧. ତମ୍ୱି; ସନିର୍ବନ୍ଧ ଅନୁରୋଧ; ତାଗିଦା; ତାଗଦା; ତଲବ — ୧. Urging on; pressing request; demand.
୨. ଦୃଢ଼ାଜ୍ଞା; କଡ଼ା ହୁକୁମ — ୨. Strict order; injunction.