ତାକୁଡ଼ି କାଟିବା
ଦେଖଣା
ତାକୁଡ଼ି କାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାକୁଡ଼ି କାଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ତୂଳା ବା ଝୋଟ ଆଦିରୁ ତାକୁଡ଼ିଦ୍ୱାରା ସୂତା ବା ସୁତୁଳି ବଳି ପ୍ରସ୍ତୁତି କରିବା — To spin thread by means of a Takli.
[ ଦ୍ର—ଫଳତଃ ତାକୁଡ଼ିକୁ କାଟନ୍ତି ନାହିଁ, ତାକୁଡ଼ିଦ୍ୱାରା ସୂତା କାଟନ୍ତି
ଛୋଟ ଯନ୍ତ୍ର ଅର୍ଥାତ ଯାହାଦ୍ୱାରା ତୂଳାରୁ ସୂତା କଟାଯାଏ ତାକୁ 'ତାକୁଡ଼ି' ଏବଂ ବଡ଼ ତାକୁଡ଼ି, ଅର୍ଥାତ ଯାହାଦ୍ୱାରା ଝୋଟ ଆଦିରୁ ସୂତୁଲି ବଳାଯାଏ, ତାକୁ 'ଟାକୁଆ' କହନ୍ତି]