Jump to content

ତାକେ

ଉଇକିଅଭିଧାନ‌ରୁ

ତାକେ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ଓ ପ୍ରାଦେଶିକ - (ସମ୍ୱଲପୁର) ସର୍ବନାମ

[ସମ୍ପାଦନା]

ତାକୁ; ତାହାକୁ — To him.

ଯାକେ ବିଦ୍ୟା ତାକେ ସାଜେ ଅପାଠୁଆ ଠେଇଁ କଣୀ ବାହୁଜେ ବଙ୍ଗଳା ଢଗର ଅନୁକରଣରେ ଢଗ

[ ଦ୍ର—ସମ୍ୱଲପୁରରେ ଦ୍ୱିତୀୟା ବିଭକ୍ତିର ଚିହ୍ନ 'କୁ'ଠାରେ 'କେ' ବ୍ୟବହୃତ, ହୁଏ ବଙ୍ଗଳାଭାଷାରେ ମଧ୍ୟ ଏହି ବ୍ୟବହାର]