ତାକେ ବଡ଼
ଦେଖଣା
ତାକେ ବଡ଼
ଉଚ୍ଚାରଣ
[ସମ୍ପାଦନା]ତାକେ ବଡି, ତାକେ ବଳି, ତାକେ ବଢ଼ିଆଅନ୍ୟରୂପ
ଦେଶଜ - ବିଶେଷଣ - (ବଙ୍ଗଳା ଓ ଓଡ଼ିଆର ଅପୂର୍ବ ମିଶ୍ରଣ; ବଙ୍ଗାଳୀ - ତାକେ=ତାହାକୁ+ଓଡ଼ିଆ ବଡ଼)
[ସମ୍ପାଦନା]ତାଙ୍କଠାରୁ ବଡ଼; ତହୁଁବଳି; ତହୁଁ ବଡ଼; ତାଠାରୁ ବଢ଼ିଆ — Excelling one another; superior to the previous person; comparatively superior to one by one.
(ଯଥା—ଆଜିକାଲି ଆଗ ଦେଶରେ ଦିନକୁଦିନ ତାକେ ବଡ଼ ତାକେ ବଡ଼ ମହାତ୍ମା ଓ ନେତା ମାନେ ବାହାରୁ ଅଛନ୍ତି)