Jump to content

ତାକ୍ଦା

ଉଇକିଅଭିଧାନ‌ରୁ

ତାକ୍ଦା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତାକଦା; ତାକିଦା;, ତାଗଦା; ତାଗାଦା;, ତାଗିଦାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଆରବୀ - ତକୀଦ୍)

[ସମ୍ପାଦନା]
୧. କୌଣସି ପ୍ରାପ୍ୟକୁ ଦୃଢ଼ତା ସହକାରେ ତଲବ କରିବା; ପୁନଃ ପୁନଃ ତଲବି — ୧. Urgent or pressing demands for any dues.

(ଯଥା—ମହାଜନ ଖାତକକୁ ବାରଂବାର ତାକ୍ଦା କରୁଛି)

୨. ଜିଗର କରିବା — ୨. Urging on.
୩. ତମ୍ୱୀ; ଜିଦି; ପାଉଣା ଆଦାୟ ଦେବା ନିମନ୍ତେ ପୀଡ଼ନ ବା ଜିଗର —୩. Pressure to pay any due.
୪. ସ୍ମାରକ ତଲବ —୪. Reminding demand.

[ ଦ୍ର—ଏହି ଶବ୍ଦ 'ତମ୍ୱୀ' ଓ 'ତଲବ' ଶବ୍ଦ ପରେ ମଧ୍ୟ ଯୋଗ ହୁଏ; ଯଥା—ତମ୍ୱୀ ତାକ୍ଦା, ତଲବ ତାଗ୍ଦା=ପୁନଃ ପୁନଃ ତଲବ —Repeated pressing demands.]

୫. ସାବଧାନ କରାଇବା; ସତର୍କୀକରଣ —୫. Warning.