Jump to content

ତାକ୍ ତରକ

ଉଇକିଅଭିଧାନ‌ରୁ

ତାକ୍ ତରକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ତର୍କ; ତୁଳ=ଇଂ ଟାକଟିକ)

[ସମ୍ପାଦନା]
୧. ଛକା ଛକି —୧. Watching each other.
୨. ଚତୁରତା —୨. Cleverness.
୩. ହୁସିଆରି; ସତର୍କତା —୩. Being on one's guard; alertness.


୪. ଖଞ୍ଜଖାଞ୍ଜ; ସୁତର; କୌଶଳ — ୪. Tactics; craft.

ଆରେ ତନୁଦରି, ତାବ ତରକ ତୁ ଜାଣ କେତେ ପରି— କବିସୂର୍ଯ୍ୟ, ରତ୍ନାକରଚମ୍ପୁ

୫. ବିଶେଷ ସାବଧାନତା ସହକାରେ ଅନ୍ୱେଷଣ — Careful investigation or search.