ତାକ୍ ଲାଗିବା
ଦେଖଣା
ତାକ୍ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାକ୍ ଲାଗିବା
|
ଦେଶଜ - ବିଶେଷ୍ୟ - (ଆରବୀ - ତାକ୍=ଆଶ୍ଚର୍ଯ୍ୟ—ଯୋଗେଶ୍ଚନ୍ଦ୍ର)
[ସମ୍ପାଦନା]- ୧. ଏକଦୃଷ୍ଟି ବା ଆବଦ୍ଧଦୃଷ୍ଟି ଅବସ୍ଥା ଘଟିବା. ୧. Looking with a fixed stare.
- ୨. ବିସ୍ମୟବିସ୍ଫାରିତ ନେତ୍ରରେ ଚାହିଁବା — ୨. Staring with wonder.
- ୩. ଆଶ୍ଚର୍ଯ୍ୟଜନକ ବୋଧ ହେବା — ୩. Seeming wonderful.
- ୪. ଆଶ୍ଚର୍ଯ୍ୟ —୪. Astonishment.