ତାଗ
ଦେଖଣା
ତାଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ୍ତୁକ; ସଂସ୍କୃତ - ତାର୍କକ; ପ୍ରା. ତାଗ୍ଗୋ)
[ସମ୍ପାଦନା]- ୧. ଡୋର; ସରୁ ସୂତା; ଡୋରୀ — ୧. String; thread.
କେଉଟମାନେ ଯେପରି ଢାଗ କାଟିବା ସକାଶେ ଛଣପଟ ବିଡା ମେଲାଇ ଦିଅନ୍ତି x x x ଫକୀରମୋହନ. ଛମାଣ ଆଠଗୁଣ୍ଡ
- ୨. ସ୍ୱର୍ଣ୍ଣାଦି ଧାତୁ ନିର୍ମିତ ବାହୁବଳୟ; ଅନନ୍ତ କଡ଼ା — ୨. An armlet (ornament).
- ୩. ଦେବତା ଆଦିଙ୍କ ନାମରେ ମାନସିକ କରି ରୁଗ୍ଣ ବା ସର୍ପଦଷ୍ଟ ଅଙ୍ଗାଦିରେ ବାନ୍ଧିବା ସୂତୁଲି — ୩. String wound round the limbs of a sick or snake-bitten person by invoking the name of a Deity.