ତାଗଡ଼
କୂଳରୁ ଜାହାଜ ଉପରକୁ ଓ ଜାହାଜରୁ କୂଳକୁ ଯିବା ପାଇଁ ପଟାରେ ତିଆରି ସିଢ଼ି — (Nautical) A ladder made of planks for going to and from a ship or boat.