ତାଗର୍
ବାଯ୍ୟାପ୍ତି; ନାମଞ୍ଜୁର — Nullifying; resuming.
[ ଦ୍ର—ବ୍ୟଙ୍ଗୋକ୍ତିରେ ଜାଗୀରି ଶବ୍ଦ ସଙ୍ଗେ ଏ ଶବ୍ଦ କଥାରେ ବ୍ୟବହୃତ ହୁଏ; ଯଥା—ତୁ ମୋ ଜାଗୀର୍ ତାଗିର୍ କରି ପକାଇବୁ ପରା ଅର୍ଥାତ ତୁ ମୋ ଜାଗିର୍ ଜମିକୁ ବାଯ୍ୟାପ୍ତି କରି ପକାଇବୁ ପରା? ଅର୍ଥାତ ତୁ ମୋ କିଛିମାତ୍ର ଅନିଷ୍ଟ କରି ପାରିବୁ ନାହିଁ]