ତାଗା ଗଳେଇବା
ଦେଖଣା
ତାଗା ଗଳେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାଗା ଗଳେଇବା
|
ଦେଶଜ - କ୍ରି. (ସଂସ୍କୃତ - ଟଙ୍କନ)
[ସମ୍ପାଦନା]- ୧. ଢାଗା ଗଳେଇବା; ସରୁସୂତାରେ ଲୁଗାକୁ ଲମ୍ୱଭାବରେ ସିଲେଇ କରିବା —୧. To sew with single stitch.
- ୨. ମୋଟ ସୂତାରେ ସିଲାଇ କରିବା — ୨. To sew with thick thread.