ତାଗିବା
ଦେଖଣା
ତାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ତାଗା ଗଲାଇବା — ୧. To sew with single stitch.
- ୨. ସରୁ ନିହଣଦ୍ୱାରା କାଠ ଆଦିରେ ରେଖା ବା ଦାଗ କରିବା — ୨. To cut a line on a block of wood with the chisel.
- ୩. ଚିରାଯିବା ବା କଟା ହେବାକୁ ଉଦ୍ଦିଷ୍ଟ କାଠ ଉପରେ ସରୁ ସୁତୁଲିଦ୍ୱାରା ଦାଗ କରିବା —୩. To mark a line on a block of wood with the marking string.