Jump to content

ତାଙ୍କୁଇ

ଉଇକିଅଭିଧାନ‌ରୁ

ତାଙ୍କୁଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବନାମ,ପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]
୧. ତାହାଙ୍କୁହିଁ; ତାଙ୍କୁ ମାତ୍ର — ୧. Him only; her alone.
୨. ସେମାନଙ୍କୁହିଁ କେବଳ — ୨. Them only; them.
୩. କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ — ୩. To that very person or persons.

(ଯଥା—ଅସତ୍ ଲୋକ ଯାହାଙ୍କର ଦାନା ପାଣିରେ ବଞ୍ଚେ ଅବଶେଷରେ ତାଙ୍କୁଇ ଦଗାଦିଏ)

୪. ତାହାଙ୍କୁ ମଧ୍ୟ —୪. Him also; her too.