Jump to content

ତାଚ୍ଛୀଲ୍ୟ

ଉଇକିଅଭିଧାନ‌ରୁ

ତାଚ୍ଛୀଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତତ୍+ଶୀଳ+ଭାବାର୍ଥେ, ଯ)

[ସମ୍ପାଦନା]

ତଚ୍ଛୀଳତା; ତତ୍ସ୍ୱଭାବତା; ତତ୍ସାଦୃଶ୍ୟ — Equivalent condition; the state of being of a similar nature; the condition of being equal.

[ ଦ୍ର—ଏହି ଅର୍ଥରେ ଭାଷାରେ ବ୍ୟବହାର ଦୃଷ୍ଟ ହୁଏ ନାହିଁ କେବଳ ବ୍ୟାକରଣରେ ତ ଓ ଶ ମିଶି 'ଚ୍ଛ' ହେବାର ସନ୍ଧିର ଉଦାହରଣରେ ତଚ୍ଛୀଳ ଲେଖାଥାଏ]