ତାଜ
ଦେଖଣା
ତାଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତାଜ୍)
[ସମ୍ପାଦନା]- ୧. ଉଚ୍ଚ ପାର୍ଶ୍ୱଯୁକ୍ତ ମୁକୁଟ — ୧. A high crown.
- ୨. ମୁକୁଟ; ଶିରୋଭୂଷଣ; ଟୋପି —୨. Crown; cap.
ଧରଣୀନ୍ଦ୍ର ଜଗଦେବ ଧ୍ୟାନେ ବଲ୍ଲବୀବଲ୍ଲବ ଧରାଧୂଳି କରେ ମସ୍ତକରେ ତାଜ କବିସୂର୍ଯ୍ୟ, କିଶୋରଚମ୍ପ ଧ. ଗୀତ
- ୩. ଗଞ୍ଜପାର ଏକରଙ୍ଗର ନାମ — ୩. Name of a class of cards in Gan̄japā.
- ୪. ତାଜମହଲ (ଦେଖ) - — ୪. Tājamahala (See)