Jump to content

ତାଜି

ଉଇକିଅଭିଧାନ‌ରୁ

ତାଜି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଆରବୀ - ତାଜୀ=ଆରବ ଦେଶୀୟ)

୧. ଆରବ ଦେଶୀୟ ତେଜୀୟାନ ଟଙ୍ଗାଣ (ଘୋଡ଼ା) — A breed of hardy Arab pony.

କେହୁ ଚଢ଼ିଛି ତାଜୀ ବାଜୀ ଉପରେ ରଙ୍ଗା ଅରଙ୍ଗଅଙ୍ଗକୁ ଦିଶେ ବ୍ରଜନାଥ. ସମତରଙ୍ଗ

୨. ଆରବ ଦେଶୀୟ ଶିକାରୀ କୁକୁର —୨. The Arab hound.
୩. ଆରବୀ ଭାଷା —୩. The Arabi language.