ତାଜିମ
ସମ୍ମାନ ପ୍ରଦର୍ଶନ; ପୂଜ୍ୟ ବ୍ୟକ୍ତିଙ୍କୁ ସଲାମ କରିବା,ସେ ଆସି ପହଞ୍ଚିଗଲେ ଠିଆ ହେବା ଇତ୍ୟାଦି ସମ୍ମାନସୁଚକତ କର୍ମମାନ —Expression of respect to a superior or honourable person.