Jump to content

ତାଜୁବ୍

ଉଇକିଅଭିଧାନ‌ରୁ

ତାଜୁବ୍

ଉଚ୍ଚାରଣ

[ସମ୍ପାଦନା]

ତାଜବ୍; ତାଜ୍ଜବ୍, ତାଜୁବ; ତାଜ୍ଜୁବଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଣ (ଆରବୀ - ତଅଜୁବ=ବିସ୍ମୟ)

[ସମ୍ପାଦନା]
୧. ଆଶ୍ଚର୍ଯ୍ୟ— ଜନକ; ବିସ୍ମୟକଚ; ଅଭୂତ —୧. Wonderful; surpring.
୨. ବିସ୍ମିତ; ଆଶ୍ଚର୍ଯ୍ୟାନ୍ୱିତ — ୨. Surprised; astonished.
୩. ଅଚାନକ; ଅଚିନ୍ତିତପୂର୍ବ —୩. Unexpected

ବିଶେଷ୍ୟ -

[ସମ୍ପାଦନା]

ଆଶ୍ଚର୍ଯ୍ୟ —Surprise; wonder.