ତାଜ ବୀବୀ
ମୋଗଲ ସମ୍ରାଟ ସାହାଜାହାନଙ୍କ ପ୍ରିୟତମା ବେଗମ୍ ମୁମତାଜମହଲଙ୍କର ନାମ —Name of the dearly beloved wife of the Moghal Emperor Sahajahan.
[ ଦ୍ର—ଏହାଙ୍କ ସ୍ମୃତିରକ୍ଷାର୍ଥ ତାଜମହଲ ନିର୍ମିତ ହୋଇଥିଲା]