Jump to content

ତାଟ

ଉଇକିଅଭିଧାନ‌ରୁ

ତାଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -

୧. ବାଉଁଶ ବା ତାଳପତ୍ର ନିର୍ମିତ ତଟକା ପ୍ରଶସ୍ତ ଚାଙ୍ଗୁଡ଼ି; ଡାଲା —୧. A big wicker tray woven with bamboo laths.

[ଦ୍ରଷ୍ଟବ୍ୟ — ଏଥିରେ ପୂଜା ଓ ଉପହାର ସାମଗ୍ରୀ, ଖାଦ୍ୟସାମଗ୍ରୀ, ମଉଳାନିମନ୍ତ୍ରଣ ସାମଗ୍ରୀ ଏବଂ ଜୋଇଁନିମନ୍ତ୍ରଣ ସାମଗ୍ରୀ ଆଦି ସଜଡ଼ା ହେଇ ଯଥାସ୍ଥାନକୁ ପଠାଯାଏ]

୨. କରଣଙ୍କ ବିବାହଦିନ ବରପକ୍ଷ କନ୍ୟା ନିମନ୍ତେ ବସ୍ତ୍ରାଳଙ୍କାରାଦି ଯେଉଁ ଡାଲାରେ ସଜାଡ଼ି କରି କନ୍ୟାଘରକୁ ପଠାନ୍ତି — ୨. A tray containing the nuptial presents of the bridegroom's party to to the bride on the marraige-day.
୩. ତାଟି; ତାଟ; ବାଉଁଶ ଓ ତାଳପତ୍ର ଆଦି ନିର୍ମିତ ବାଡ଼ା; ଚାଞ୍ଚରା —୩. A frail matting of bamboo and palm leaves;a wicker screen.

ପ୍ରାଦେଶିକ - (କେନ୍ଦୁଝର) ବିଶେଷ୍ୟ -

[ସମ୍ପାଦନା]

ରାବୁଡ଼ି — Thickened milk.