Jump to content

ତାଟକା

ଉଇକିଅଭିଧାନ‌ରୁ

ତାଟକା

ଉଚ୍ଚାରଣ

[ସମ୍ପାଦନା]

ତୀଟଙ୍କ; ତାଟଙ୍ଗା; ତାଟେକା; ତାଟେଙ୍କା; ତାଟେଙ୍ଗା;, ତାତକାଅନ୍ୟରୁପ

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -

୧. ବିସ୍ମୟ —୧. Wonder; astonishment.
୨. ଭୟବିହଳତା; ଛନକା; ତ୍ରାସ — ୨. Sudden fright.
୩. ବିପଦ; ଆପଦ —୫. Danger; risk

ଅବଲୋକ ଏ ଅଭୃତ ଅଶ୍ରୁତ ଘଟଣା ଗଣିଲେ ତାଟଙ୍କା ସର୍ବେ ନୃପ ସଭାଜନେ—ଚିନ୍ତାମଣି, ବିକ୍ରମାଦିତ୍ୟ

ବିଶେଷଣ - (ସଂସ୍କୃତ - ତ୍ରସ୍ତ;ତକିତ)

[ସମ୍ପାଦନା]
୧. ବିସ୍ମିତ; ଆଶ୍ଚର୍ଯ୍ୟନ୍ୱିତ; ଆଚମ୍ୱିତ —୧. Astoneshed.

ଧୃତରାଷ୍ଟ୍ର ତା ଶୁଣି ହୋଇଲେ ତାଟକା ଭାବିଲେ ମରା ମୋର ଦୁର୍ଯ୍ୟୋଧନ ଏକା—କୃଷ୍ଣସିଂହ ମହାଭାରତ, ବନ