ତାଟକା ଝାଳ
ହଠାତ୍ ଭୟତ୍ରସ୍ତ ବା ଛାନିଆ ହେବା ଲୋକଦେହରୁ ବୋହିଯିବା ଝାଳ — Profuse perspiration appearing on the body of a frightened person.
ତାଟକା ଝାଳେ ପର୍ଣ୍ଣକଲେ ସେ ଦେହକୁ —କୃଷ୍ଣସିଂହ. ମହାଭାରତ. ସଭା