Jump to content

ତାଟକା ଲାଗିବା

ଉଇକିଅଭିଧାନ‌ରୁ

ତାଟକା ଲାଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମନରେ ବିସ୍ମୟ ଜାତ ହେବା — ୧. Astonishment.
୨. ଛାନିଆ ହେବା;ଛନକା ପଶିବା — ୨. Being frightened; alarm.

(ଯଥା—ଆଖି ଆଗରେ ମନ୍ୟୁଷଙ୍କ ହଣାହଣି ଦେଖି ମୋତେ ତାଟକା ଲାଗିଲା)