Jump to content

ତାଟଚଳାଇବା

ଉଇକିଅଭିଧାନ‌ରୁ

ତାଟଚଳାଇବା

ଉଚ୍ଚାରଣ

[ସମ୍ପାଦନା]

(ତାଟ ଚାଲିବା—ଅନ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]

ବିବାହ ବ୍ରତାଦି ଉପଲକ୍ଷେ ଜୋଇଁ ନିମନ୍ତ୍ରଣ ମଉଳାନିମନ୍ତ୍ରଣ ଆଦିର ଉପଢ଼ୌକନ ପ୍ରେରଣ କରିବା — To srend the trays containing presents to the intended parties (e.g. bride's party,maternal uncle,son-in-law.)