ତାଟିକୀଳା
ଦେଖଣା
ତାଟିକୀଳା
ଉଚ୍ଚାରଣ
[ସମ୍ପାଦନା]ତାଟିତଡ଼ା, ତାଟିଧଡ଼ାଅନ୍ୟରୂପ
=== ଦେଶଜ - ବିଶେଷ୍ୟ -
- ୧. ଯେଉଁ କୀଳା ବା ଧଡ଼ାଦ୍ୱାରା ଘରର ଦୁଆର— ମୁହଁର ତାଟିକୁ ଘରର ଭିତରଆଡ଼ ବନ୍ଦ କରାଯାଏ — ୧. A bar attached to a 'Tāṭi' for closing it by chaining it with the 'Tāṭi'; a pole which fastens the Tāṭi tight in a doorless house.
- ୨. ଘରର ବା ବାଡ଼ିର କବାଟ ରୂପେ ତାଟିକୁ ବନ୍ଦ କରିବା —୨. The act of fastening up the Tāṭi used as a door to a house oe garden.